ଓଡିଆ
ଜୁଆଙ୍ଗ ଲୋକମାନେ ଓଡିଶା ରାଜ୍ୟର କେନ୍ଦୁଝର, ଅନୁଗୁଳ ଆଉ ଢେନ୍କାନାଲ୍ ଜିଲାରେ ରହୁଛନ୍ତି। ଆଗୁରୁ ସେମାନେ ବଣରେ ରହୁଥିଲେ। କିନ୍ତୁ ଏବେ ସେମାନେ ବାଂସରୁ ଜିନିସ ତିୟାରି କରି, ଜିବନ ଯାପନ କରୁଛନ୍ତି। ଶିକ୍ଷିତ ଲୋକମାନେ ତାହାଙ୍କର ଭିତରେ କମ ଅଛନ୍ତି। ଖୀସ୍ଟିୟାନ୍ ଲୋକମାନେ ବହୁତ କମ ଅଛନ୍ତି। ତାଡନା ପାୱୁଥିବାର ବହୁତ ଲୋକମାନେ ଖୀସ୍ଟିୟାନ୍ ହେଲା ପରେ ଫେରି ଜାୟିଛନ୍ତି। ବାଇବଲ ଅନୁବାଦ କାର୍ୟ ଚାଲୁଚି।