ଜୁଆଙ୍ଗ ଲୋକମାନଙ୍କର ୱେବ୍‌ସାଇଟ୍‌କୁ ସ୍ୱାଗତ !

ଜୁଆଙ୍‌ ପପୁଲେଶନ୍‌: ୫୦,୦୦୦

ଲିଟେରେସି: ୨୫%

ଖୀଷଟିଆନ୍‌ ୧% ରୁ କମ

(ନୁଆ ନୟମର ୧୧ ବହି ପବ୍‌ଲିଷ୍‌ କରା ଜାଇଚି)

ଜୁଆଙ୍ଗ ଲୁକମାନେ ଓଡିଶା ରାଜ୍ୟର ଉତ୍ତର ଭାଗରେ ରହୁଚନ୍ତି। ସେମାନେ 20 ଶତାବ୍‌ଦ୍ଧ ପର୍ୟନ୍ତ ପତ୍ର ପିନ୍ଧୁଥିଲେ। ସେଥିପାଇ ତାହାଙ୍କୁ  ପଟ୍ଟୁଆ ବୁଲି ଡାକୁଥିଲେ। ଜଙ୍ଗ୍‌ଲରୁ ଫଳ ମୁଳ ଆଉ ଜନ୍ତୁ ମାରିକରି ଆଣିକି ସେମାନେ ଖାଉଥିଲେ। କିନ୍ତୁ ଅଙ୍ଗ୍ରେଜି ସରକାର ଜୁଆଙ୍ଗ ଲୁକମାନଙ୍କର ଜାଗା 'ରିସର୍ୱ ଫୋରସ୍ଟ' କରିବାରୁ ଏବେ ସେମାନନେ ବାଂସର ଜିନିସ ବନାଇକରି ଚଳୁଚନ୍ତି। ଜୁଆଙ୍ଗ ଲୋକମାନେ ତାହାଙ୍କର ପୂର୍ବ ପୁରୁଷମାନଙ୍କର ଆତାମାକୁ ସନ୍ତୁଷ୍ଟ କରିବାକୁ ଚାହନ୍ତି। ଛେଳି ଆଉ କୁକୁଡା ବଳି ଦିୟନ୍ତି। ହିନ୍ଦୁ ଲୋକମାନଙ୍କର ସାଙ୍ଗରେ ରହିକରି ହିନ୍ଦୁ ପର୍ବ ପାଳନ କରୁଛନ୍ତି। କିନ୍ତୁ ପୁଜା କରୁ ନାହାନ୍ତି। ପ୍ରଥମେ ୧୯୯୫ ରେ ଜଣେ ଜୁଆଙ୍ଗ ଲୋକ ଖିସ୍ଟିଆନ୍‌ ହେଲା। କିନ୍ତୁ ଅନ୍ୟ ଜୁଆଙ୍ଗ ଲୋକମାନେ ତାଡନା ଦେବାରୁ ବହୁତ ଲୋକ ଫେରି ଯାଇଛନ୍ତି। ଜୁଆଙ୍ଗ ଲୋକମାନେ ଓଡିଶା ରାଜ୍ୟର କେନ୍ଦୁଝର, ଅନୁଗୁଳ ଆଉ ଢେନ୍‌କାନାଲ୍‌ ଜିଲାରେ ରହୁଛନ୍ତି। ଆଗୁରୁ ସେମାନେ ବଣରେ ରହୁଥିଲେ। କିନ୍ତୁ ଏବେ ସେମାନେ ବାଂସରୁ ଜିନିସ ତିୟାରି କରି, ଜିବନ ଯାପନ କରୁଛନ୍ତି। ଶିକ୍ଷିତ ଲୋକମାନେ ତାହାଙ୍କର ଭିତରେ କମ ଅଛନ୍ତି। ଖୀସ୍‌ଟିୟାନ୍ ଲୋକମାନେ ବହୁତ କମ ଅଛନ୍ତି। ତାଡନା ପାୱୁଥିବାର ବହୁତ ଲୋକମାନେ ଖୀସ୍‌ଟିୟାନ୍ ହେଲା ପରେ ଫେରି ଜାୟିଛନ୍ତି। ବାଇବଲ ଅନୁବାଦ କାର୍ୟ ଚାଲୁଚି।  ୨୦୧୨ ରେ ୧୮ ଲୋକମାନେ ଉବନ ନେଲେ। ଅଡିଅ ବାଇବଲ ଦ୍ୱାରା ଅନେକ ଲୋକମାନେ ସୁସମାଚାର ଶୁଣୁଛନ୍ତି।

ପ୍ରାର୍ଥନା କରନ୍ତୁ:

୧) ତାଡନା ମଧ୍ୟରେ ଭି ବହୁତ ଲୋକ ଶୁସମାଚାର ଶୁଣିବେ ଆଉ ପରିତ୍ରାଣ ପାଇବେ

୨) ସମ୍ପୂର୍ଣ ନୁଆ ନିୟମ ଅଡିଅ ମାଧ୍ୟମରେ ଉପଲବ୍ଦ ହେବାପାଇ

୩) ଅନୁବାଦକମାନଙ୍କ ପାଇ

୪) ନୁଆ ନିୟମର ୧୧ବହି ୨୦୧୩ ରେ ଉତ୍ସର୍ଗ କରାଜିବ। ଲୋକମାନେ ଏହା ପଡିବାପାଇ ପାର୍ଥନା କରନ୍ତୁ

Video Player is loading.
Current Time 0:00
Duration 0:00
Loaded: 0%
Stream Type LIVE
Remaining Time 0:00
mp3 (best quality)
 
1x
  • Chapters
  • descriptions off, selected
  • subtitles off, selected
    1. Now Playing
      Up Nextଏୟସ୍ତେର୍ ସୋନଗ୍
    2. Now Playing
      Up Nextଯୁଂଗ୍ ଗୋସପେଲ୍ ଓଫ୍ ମାର୍କ

    Your encouragement is valuable to us

    Your stories help make websites like this possible.